ଲୋକ ଚାହିଲେ ସେମାନଙ୍କ କୋଭିଡ୍‌ ପରୀକ୍ଷା ହେବ, ଆଗ ଦୋକାନୀଙ୍କଠୁ ଆରମ୍ଭ

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀ ଯେଉଁଠି ସର୍ଭେ କରି ରିପୋର୍ଟ ଦେଉଥିଲେ ବା ୧୦୪କୁ ଫୋନ୍‌ କରି ଯିଏ କରୋନା ଲକ୍ଷଣ ଥିବା କହୁଥିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା ହେଉଥିଲା। କିନ୍ତୁ ଏବେ ଲୋକମାନେ ଚାହିଲେ, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରିପାରିବେ। ତାହା ବି ମାଗଣା‌ରେ। ଅଧିକରୁ ଅଧିକ ଲୋକଙ୍କ ଯେପରି ପରୀକ୍ଷା ହୋଇପାରିବ, ସେନେଇ ବ୍ୟବସ୍ଥା କରିବାକୁ ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ କୁହାଯାଇଛି। ୬ଜଣ ଆଇଏଏସ୍ … Continue reading ଲୋକ ଚାହିଲେ ସେମାନଙ୍କ କୋଭିଡ୍‌ ପରୀକ୍ଷା ହେବ, ଆଗ ଦୋକାନୀଙ୍କଠୁ ଆରମ୍ଭ